ଠକେଇ/ଜାଲିଆତି ଅଭିଯୋଗରେ ଆଉ ଜଣଙ୍କୁ ଗିରଫ କଲା ଏସଟିଏଫ

ମାଲକାନଗିରିର ଅଭିଯୁକ୍ତ ଲକ୍ଷ୍ମଣ ମାଢ଼ୀକୁ ଗିରଫ କଲା ଏସଟିଏଫ।ଲକ୍ଷ୍ମଣ ଆକାଉଣ୍ଟରେ ୬୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି।

ପୂର୍ବରୁ ମାଷ୍ଟରମାଇଣ୍ଡ କାହ୍ନୁ ପ୍ରଧାନ ଓ କିଶୋର ମିଶ୍ର ଧରାପଡ଼ିଥିଲେ। ମଦ ଦୋକାନ, କ୍ରସର ଲାଇସେନ୍ସ, ବଦଳି ପ୍ରତିଶ୍ରୁତି ଦେଇ ଠକୁଥିଲେ।

ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାବେଳେ ମାଲକାନଗିରି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଗାଣ ବର୍ଷାରେ ବୁଡ଼ିଲା କାଙ୍ଗୁରକୋଣ୍ଡା ପୋଲ

ମାଲକାନଗିରି ଜିଲ୍ଲା ୩୨୬ନଂ ଜାତୀୟ ରଜପଥ କାଙ୍ଗୁରକୋଣ୍ଡା ପୋଲ ଉପରେ ପାଣି ଚାଲିଛି।

ପୋଲରେ ୨ ଫୁଟର ପାଣି ଚାଲିବାରୁ ମାଲକାନଗିରି- ମୋଟୁ ବିଛିନ୍ନ ହୋଇଛି।

ଖତ ଗଦାରୁ ନବଜାତ କନ୍ୟା ସନ୍ତାନ ଉଦ୍ଧାର

ମାଲକାନଗିରି ସଦର ମହକୁମା ତଳସାହିର ଏକ ଖତ ଗଦାରେ ଜରି ବ୍ୟାଗରୁ ଉଦ୍ଧାର ହୋଇଛି ନବଜାତ କନ୍ୟା ସନ୍ତାନ।

କାନ୍ଦ ଶୁଣି ସ୍ଥାନୀୟ ଲୋକ ଉଦ୍ଧାର କରିବା ପରେ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛନ୍ତି।

ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା, ବିଭିନ୍ନ ସ୍ଥାନ ଜଳମଗ୍ନ

ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମି.ମି. ବର୍ଷା ହୋଇଥିବା ବେଳେ କୁରୁକୁଣ୍ଡାରେ ୧୮୫ ମି.ମି. ବର୍ଷା ହୋଇଛି।

ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି।ଗୋରା ସେତୁ, ପଣସପୁଟ, ଅଣ୍ଡରାପାଲିରେ, ଯନ୍ତ୍ରୀ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ରାସ୍ତାରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି।

ମାଲକାନଗିରିରେ ପୋଲ ଉପରେ ଚାଲିଲା ବର୍ଷା ପାଣି

ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ଜଳବନ୍ଦୀ ପରିସ୍ଥିତି ଉପୁଜିଥିବା ବେଳେ ପୋଟରୁ, ଏମ୍‌ଭି- ୯୦, କାଙ୍କୋରକୋଣ୍ଡା ପୋଲ ଉପରେ ପାଣି ଚାଲିଛି।

ପୋଲରେ ପାଣି ଚାଲି ଥିବାରୁ ଉଭୟ ପଟେ ଗାଡ଼ିମୋଟର ଅଟକିଛି।

୪ ଦଫା ଦାବିରେ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ

ନିଯୁକ୍ତି, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ୍‌ ବିଭ୍ରାଟକୁ ବିରୋଧ କରି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ପାଳନ କରାଯାଉଛି।

ବନ୍ଦ ପ୍ରଭାବରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।

Nuakhai wishes