ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମି.ମି. ବର୍ଷା ହୋଇଥିବା ବେଳେ କୁରୁକୁଣ୍ଡାରେ ୧୮୫ ମି.ମି. ବର୍ଷା ହୋଇଛି।
ଚିତ୍ରକୋଣ୍ଡାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି।ଗୋରା ସେତୁ, ପଣସପୁଟ, ଅଣ୍ଡରାପାଲିରେ, ଯନ୍ତ୍ରୀ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ରାସ୍ତାରେ ୩ରୁ ୪ ଫୁଟର ପାଣି ପ୍ରବାହିତ ହେଉଛି।