
87000
Users
16
Engagement user/min
310000
Reach/daily
ପୁଣି ବସ୍ ଭଡ଼ା ବଢ଼ାଇଲେ ରାଜ୍ୟ ସରକାର
ଅର୍ଡିନାରୀ ଓ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୨ ପଇସା ବଢ଼ିଲା।ନଅର୍ଡିନାରୀ ବସ୍ ଭଡ଼ା କିମି ପିଛା ୯୦ ପଇସାରୁ ୯୨ ପଇସାକୁ ବୃଦ୍ଧି ହୋଇଥିବା ବେଳେ ଏକ୍ସପ୍ରେସ୍ ବସ୍ ଭଡ଼ା କିମି ପିଛା ୯୪ ପଇସାରୁ ୯୬ ପଇସାକୁ ...
ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ୩ବର୍ଷ ଜେଲ୍
ପୂର୍ବତନ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୌଧୁରୀଙ୍କୁ ୩ ବର୍ଷ ଜେଲ୍ ହୋଇଛି। ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଲେ ଭିଜିଲାନ୍ସ କୋର୍ଟ। ୨୦୦୮ରେ ଓ୍ୱାଇ ଫର୍ମରେ ଟ୍ରାଞ୍ଜିଟ୍ ପାସ୍ ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଇ ...
କେନ୍ଦୁଝରରେ କାଳବୈଶାଖୀ ବର୍ଷା
ଆଜି ଦିନ ୧୨ଟା ୩୦ରୁ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ହେଉଛି। ଆଜି ପାଇଁ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଦୁଇ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ଼ ପବନର ...
ଦୁର୍ଦ୍ଦାନ୍ତ ଅପରାଧୀ ସାଗର ବେହେରା ନାଁରେ NSA ଲାଗୁ
ବ୍ରହ୍ମପୁର ଜରଡ଼ା ଥାନା ନନ୍ଦିଗାଁର ସାଗର ବେହେରା ନାଁରେ NSA ଲାଗୁ ହୋଇଛି। ୨୦୧୧ରୁ ୨୦୨୬ ମଧ୍ୟରେ ଅନେକ ଅପରାଧିକ ମାମଲାରେ ଜଡ଼ିତ ଥିଲେ। ହତ୍ୟା ଉଦ୍ୟମ, ଡକାୟତି, ବାଲି ଚୋରା ଚାଲାଣ, ଦଙ୍ଗା ଆଦି ମାମଲା ରହିଛି। ...
ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ଓଡ଼ିଶା
ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସୂଚନା ଦେଲେ ସାଂସଦ ନବଚରଣ ମାଝୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୯ ତାରିଖରେ ରାଇରଙ୍ଗପୁର ଆସିପାରନ୍ତି ଏବଂ ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିବେ। ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି ଭବନରୁ ଖବର ଆସିଥିବା ...
ଶିମିଳିପାଳରୁ ଆସିଲା ଖୁସି ଖବର; ମା’ ହେଲା ବାଘୁଣୀ ‘ଜିନ୍ନତ’
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି। ବାଘୁଣୀ ଜିନ୍ନତ ୪ଟି ଛୁଆ ଜନ୍ମ କରିଥିବା ନେଇ ଗତ ମେ' ୨୮ରେ କ୍ୟାମେରାରେ ଟ୍ରାପ୍ କରାଯାଇଛି। ଛୁଆଗୁଡ଼ିକ ୨୦ ଦିନର। ୨୦୨୪ ନଭେମ୍ବରରେ ମହାରାଷ୍ଟ୍ରରୁ ...