
87000
Users
16
Engagement user/min
310000
Reach/daily
ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ
୬ ଲକ୍ଷ ୩୬ ହଜାର ୮୫୮ ଜଣ ଆବେଦନକାରୀ ଭତ୍ତା ଅପେକ୍ଷାରେ ଅଛନ୍ତି ନେଇ ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ସାମାଜିକ ସୁରକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି। ୮୦ରୁ ଊର୍ଦ୍ଧ ବୟସ୍କ ୩୬୯୨ ଜଣ ଆବେଦନ କରି ଅପେକ୍ଷା କରିଛନ୍ତି ଏବଂ ...
ନାବାଳିକାକୁ ଅସଦାଚରଣ ନେଇ ବହଳଦାରେ ଉତ୍ତେଜନା
ନ୍ୟାୟ ଦାବିରେ ଏନ୍ଏଚ୍ ୨୨୦ ଅବରୋଧ ବେଳେ ବୁଝାସୁଝା କରିବାକୁ ଯାଇଥିବା ପ୍ରଶାସନ ଉପରେ ଆକ୍ରମଣ କରିଛନ୍ତି ଲୋକେ। ତହସିଲଦାରଙ୍କ ଗାଡ଼ି ଭାଙ୍ଗିବା ସହ ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ।ଆକ୍ରମଣରେ ୯ ଜଣ ପୋଲିସ ଆହତ ହୋଇଥିବା ସୂଚନା ମିଳିଛି। ଫେରାର ...
ଛତିଶଗଡ଼ର ଅନଧିକାର ପ୍ରବେଶ ନେଇ ଗୃହରେ ପ୍ରସନ୍ନଙ୍କ ଉଦ୍ବେଗ
ଆନ୍ଧ୍ର ଭଳି ଛତିଶଗଡ଼ ସରକାର ବି ଅନଧିକାର ପ୍ରବେଶ କରୁଛି ନେଇ ପ୍ରସନ୍ନ ଆଚାର୍ଯ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଝାରସୁଗୁଡ଼ା ଲଖନପୁରରେ ଅନଧିକାର ପ୍ରବେଶ କରୁଛି ଛତିଶଗଡ଼, ଅନଧିକାର ପ୍ରବେଶ କରି ଚାଷୀଙ୍କ ଗାଡ଼ିକୁ ଅଟକାଇ ଚେକିଂ କରୁଛି। ...
ରାଜ୍ୟର ୧୭୬୩ଟି ସ୍କୁଲ୍ ଭଙ୍ଗା ଦଦରା
ଏ ନେଇ ଗୃହରେ ଉତ୍ତର ରଖିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ସମ୍ବଲପୁରରେ ସର୍ବାଧିକ ୧୭୫ଟି ସ୍କୁଲ୍ ଜରାଜୀର୍ଣ୍ଣ ଥିବାବେଳେ ମୟୁରଭଞ୍ଜରେ ୧୨୨, ସୁବର୍ଣ୍ଣପୁରରେ ୧୦୭ ସ୍କୁଲ୍, କଳାହାଣ୍ଡିର ୧୦୧ ଓ ଗଞ୍ଜାମରେ ୧୦୦ ସ୍କୁଲ୍ ଜରାଜୀର୍ଣ୍ଣ ଅଛି। ...
ଏଏସ୍ଆଇଙ୍କ ଘରୁ ମିଳିଲା ୩.୩୧ଲକ୍ଷ ଟଙ୍କା
ଢାବା ମାଲିକଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ASI ଅରୂପାନନ୍ଦ ଦାସ ଗିରଫ ହୋଇଛନ୍ତି। ଗିରଫ ପରେ ASIଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସର ଚଢ଼ାଉ କରିଛି। ଭୁବନେଶ୍ବର ଓ ବଡ଼ଗାଁ ଘରୁ ...
୨ବର୍ଷରେ ୧୯ ହଜାର ୩୯୫ ଜଣଙ୍କୁ ନିଶାମୁକ୍ତ କଲେଣି ରାଜ୍ୟ ସରକାର
ନିଶା ନିବାରଣ କେନ୍ଦ୍ର ଦ୍ୱାରା ୧୯ ହଜାର ୩୯୫ ଜଣ ନିଶାମୁକ୍ତ ହେଲେଣି ନେଇ ବିଧାନସଭାରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୬୦୯୩ ବ୍ୟକ୍ତିଙ୍କୁ ନିଶାମୁକ୍ତ କରାଯାଇଥିବା ବେଳେ ରାଜ୍ୟରେ ମୋଟ୍ ୫୫ଟି ନିଶା ...