ପାରାଦୀପରେ ଜାହାଜ ଭିତରୁ ଶ୍ରମିକଙ୍କ ମୃତଦେହ ଉଦ୍ଧାର
ଏସ୍କ୍ୟୁ ବର୍ଥରେ ଲାଗିଥିବା ଏକ ଜାହାଜରୁ ମୃତଦେହ ଉଦ୍ଧାର ହୋଇଛି।
ଜାହାଜ ହାଚ୍ରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
Credible Local News of Odisha
ଏସ୍କ୍ୟୁ ବର୍ଥରେ ଲାଗିଥିବା ଏକ ଜାହାଜରୁ ମୃତଦେହ ଉଦ୍ଧାର ହୋଇଛି।
ଜାହାଜ ହାଚ୍ରେ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଠାରୁ କିଛିବାଟ ଦୂରରେ ୨ ଲକ୍ଷ ୧୦ ହଜାର ଲୁଟିନେଲେ ଦୁର୍ବୃତ୍ତ।
ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିରେ ମଲ୍ଲାସାହି ସ୍ଥିତ ଘରକୁ ଫେରୁଥିଲେ ଦମ୍ପତି।
ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅମରେନ୍ଦ୍ର ଦାସ ଆସନ୍ତାକାଲି ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି।
ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ।
ଜଗତସିଂହପୁର ଜିଲ୍ଲା ବିଜେଡିର ପୂର୍ବତନ ସଭାପତି ଅମରେନ୍ଦ୍ର ଦାସ ଆସନ୍ତାକାଲି ବିଜେପିରେ ମିଶିବା ନେଇ ଘୋଷଣା କରିଛନ୍ତି।
ଗତକାଲି ସେ ବିଜେଡିରୁ ଇସ୍ତଫା ଦେଇଥିଲେ।
୨୦୨୩-୨୪ ଆର୍ଥିକ ବର୍ଷ ପଣ୍ୟ କାରବାରରେ ଦେଶରେ ପାରାଦୀପ ପ୍ରଥମ ରହିଛି।
ଚଳିତ ବର୍ଷ ୧୪୫.୩୮ ମିଲିୟନ୍ ମେଟ୍ରିକ ଟନ୍ ପଣ୍ୟ କାରବାର ହୋଇଛି।
ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଏବଂ ୨୦୦୪ରୁ ୨୦୦୯ ଯାଏ ତିର୍ତ୍ତୋଲ ବିଧାୟକ ଥିଲେ।
୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପରଲୋକ ଘଟିଛି।
ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଦେହାନ୍ତ ନେଇ ସୂଚନା ମିଳିଛି।
ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସ ମିଳିତ ସମରାଭ୍ୟାସ କରୁଛନ୍ତି।
ଜଙ୍ଗଲ ବିଭାଗ, ଓଡ୍ରାଫ ସହ ୧୮ଟି ସଂସ୍ଥା ସମରାଭ୍ୟାସରେ ସାମିଲ ଅଛନ୍ତି। ବ୍ଲୁ ଓ ରେଡ୍ ଟିମ୍ ନାଁରେ ୨ଟି ଟିମ୍ ଦେଖାଉଛନ୍ତି ଯୁଦ୍ଧ କୌଶଳ।
ନଭେମ୍ବରରେ ଯାଞ୍ଚ ବେଳେ କୋକେନ ଜବତ ଦିନ ଠାରୁ ବନ୍ଦରରେ ଅଟକ ଥିଲା ଜାହାଜ।
କ୍ଷତି ଦର୍ଶାଇ କୋର୍ଟରେ ଦାଏର ହୋଇଥିଲା ମାମଲା।ମାମଲାର ଶୁଣାଣି କରି କୋର୍ଟ ଜାହାଜକୁ ଗିରଫ କରିବାକୁ ନିର୍ଦେଶ ଦେଇଛନ୍ତି।
ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଓଗରପୁରରେ ଏହି ଘଟଣା ଘଟିଛି।
ମାଆର ମୃତ୍ୟୁ ଘଟିଥିବା ବେଳେ ପୁଅ ବୋହୂଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ଥିବାବେଳେ ପୁଲିସ ତଦନ୍ତ ଜାରି ରଖିଛି।