ଓଡ଼ିଶା ଉପକୂଳରେ ସମରାଭ୍ୟାସ ସାଗର କବଚ-୧

ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୁଲିସ ମିଳିତ ସମରାଭ୍ୟାସ କରୁଛନ୍ତି।

ଜଙ୍ଗଲ ବିଭାଗ, ଓଡ୍ରାଫ ସହ ୧୮ଟି ସଂସ୍ଥା ସମରାଭ୍ୟାସରେ ସାମିଲ ଅଛନ୍ତି। ବ୍ଲୁ ଓ ରେଡ୍‌ ଟିମ୍‌ ନାଁରେ ୨ଟି ଟିମ୍‌ ଦେଖାଉଛନ୍ତି ଯୁଦ୍ଧ କୌଶଳ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes