୪୨ ଟପିଲା ଝାରସୁଗୁଡ଼ା ତାପମାତ୍ରା
ପଶ୍ଚିମ ଓଡ଼ିଶାରେ ଆଜି ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
Credible Local News of Odisha
ପଶ୍ଚିମ ଓଡ଼ିଶାରେ ଆଜି ସାଢ଼େ ୧୧ ସୁଦ୍ଧା ଝାରସୁଗୁଡ଼ା ୪୨.୪ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।
ବେଲପାହାଡ଼ ଫାଟକରେ ମର୍ଡର ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର ପୋଲିସ ଏନକାଉଣ୍ଟରରେ ଆହତ ହୋଇଛନ୍ତି।
ଉଭୟ ଅପରାଧୀଙ୍କ ନାଁରେ ସମ୍ବଲପୁର ଓ ବୁର୍ଲାରେ ରହିଛି ଏକାଧିକ ମାମଲା। ଝାରସୁଗୁଡ଼ା ଡିଏଚ୍ଏସରେ ଉଭୟ ଅପରାଧୀଙ୍କୁ ଭର୍ତ୍ତି କରିଛି ପୋଲିସ।
ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ହସ୍ପିଟାଲର ସେକ୍ସନ ଅଫିସର୍। ଅଢ଼େଇ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ସେକ୍ସନ ଅଫିସର୍ ଅନୀତ ଗୁରୁ।
GNM ଟ୍ରେନିଂ ସ୍କୁଲର ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଧରାପଡ଼ିଲେ।
ଝାରସୁଗୁଡ଼ାରେ ପହଞ୍ଚିଲେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ କରିବା ପାଇଁ ପହଞ୍ଚିଛନ୍ତି। ଆଜି ଝାରସୁଗୁଡ଼ାରୁ ରାଉରକେଲା ଗସ୍ତ କରିବେ ରାଷ୍ଟ୍ରପତି।
ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଛନ୍ତି। ଲଇକେରା ବ୍ଲକ ମଜୁର୍ଡିମା ନିକଟରେ ଅଟକ ରଖି ଚାଷୀ ଧାରଣା ଦେଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ଯୋଗାଣ ଅଧିକାରୀ ଓ ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଛନ୍ତି। ଲଇକେରା ବ୍ଲକ ମଜୁର୍ଡିମା ନିକଟରେ ଅଟକ ରଖି ଚାଷୀ ଧାରଣା ଦେଇଛନ୍ତି।
ରୋହିଙ୍ଗ୍ୟା ସନ୍ଦେହରେ ୪୩୯ ଜଣଙ୍କୁ ସହରର ଏକ ଘରୋଇ କଲେଜ ଓ କଲ୍ୟାଣ ମଣ୍ଡପରେ ଅଟକ ରଖି ଯାଞ୍ଚ କରୁଛୁ ପୁଲିସ।
୪୩୯ ଜଣଙ୍କୁ ଅଟକ ନେଇ ସୂଚନା ଦେଲେ ଉତ୍ତରାଞ୍ଚଳ ଆଇଜି।
ଝାରସୁଗୁଡ଼ା ଜିଲ୍ଲା ବଞ୍ଜାରୀ ଆସ୍ପଣ୍ଡ ନିକଟରେ କାମ କରୁଥିବା ବେଳେ ବଜ୍ରାଘାତ ଘଟିଛି।
ହସ୍ପିଟାଲ୍ରେ ୨ ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର।
୨୩ରୁ ୨୫ ପର୍ଯ୍ୟନ୍ତ ଝାରସୁଗୁଡ଼ାରେ ସ୍କୁଲ ଛୁଟି ନେଇ ନିଷ୍ପତ୍ତି ନେଲେ ଝାରସୁଗୁଡ଼ା ଜିଲ୍ଲାପାଳ।
ଝାରସୁଗୁଡ଼ା ବିମାନ ବନ୍ଦରରେ ଅହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପି.କେ ମିଶ୍ର।
ଝାରସୁଗୁଡ଼ାରୁ ସମ୍ବଲପୁର ଆଇଆଇଏମ୍ ଯିବେ ପି.କେ ମିଶ୍ର। ସମ୍ବଲପୁର ଆଇଆଇଏମର ନବମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ।