ସାଢ଼େ ୨ଟା ସୁଦ୍ଧା ୪୩ ଟପିଲା ତାତି

ଆଜି ୨ଟା ୩୦ ସୁଦ୍ଧା କେନ୍ଦୁଝରେ ୪୩.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୩.୨, ସମ୍ବଲପୁରରେ ୪୨.୭,
ରାଉରକେଲା ଓ ହୀରାକୁଦରେ ୪୨.୬, ଚାନ୍ଦବାଲିରେ ୪୧.୪, ଭୁବନେଶ୍ବରରେ ୪୦.୫, ବାଲେଶ୍ବରରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes