ସ୍କୁଟି ଆରୋହୀ ଯୁବକଙ୍କ ଉପରେ ମାଡ଼ିଗଲା ହାଇୱା

ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲି ଗାଁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।

ଯୁବକଙ୍କ ମୃତ୍ୟୁକୁ ନେଇ ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ। ଦୁର୍ଘଟଣା ପରେ ହାଇୱା ଡ୍ରାଇଭର ଫେରାର ଅଛି।

ବୋମାମାଡ଼ ସହ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ସାଇ ବିହାର ଲେନ୍‌ରେ ଏକ ଦୋକାନ ଘର ଗ୍ୟାରେଜରେ ବୋମାମାଡ଼ ହୋଇଛି।

ବୋମାମାଡ଼ରେ କାର୍ ଚୁରମାର୍, ପେଟ୍ରୋଲ ନିଆଁରେ ପିକଅପ୍ ଜଳିଗଲା। ଥାନାରେ ଏତଲା ହୋଇଛି।

ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଲୋକନାଥପୁର ଶାସନ ଗାଁରେ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।

ରାତିରେ ଭଉଣୀ ସହ ଶୋଇଥିଲେ, ସକାଳେ ମୃତଦେହ ମିଳିଲା।

ଢେଙ୍କାନାଳରେ ପଦ୍ମ ଧରିଲେ ବହୁ ନେତା

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ, ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ସରୋଜ ପଟ୍ଟନାୟକ ଓ କଙ୍କଡ଼ାହାଡ଼ ବ୍ଲକ ପୂର୍ବ ଅଧ୍ୟକ୍ଷ କାର୍ତ୍ତିକ ସାହୁ ନିଜ ସମର୍ଥକଙ୍କ ସହ ବିଜେପିରେ ମିଶିଲେ।

କାମାକ୍ଷାନଗର କାନପୁରରେ ଭୟାବହ ଅଗ୍ନିକାଣ୍ଡ

ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଅଗ୍ନିକାଣ୍ଡରେ ୩ ବଖରା ଘର ଜଳିପୋଡି଼ ପାଉଁଶ ହୋଇଯାଇଛି।

ଏହା ସହ ବହୁ ଆସବାବପତ୍ର ଜଳିପୋଡ଼ି ନଷ୍ଟ ହୋଇଛି। ଅଗ୍ନିଶମ ବିଭାଗ ଦ୍ବାରା ନିଆଁ ଆୟତ୍ତ କରାଯାଇଛି।

ରାସୋଳକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ପାଳନ

ଢେଙ୍କାନାଳ ଜିଲ୍ଲା ରାସୋଳ ବିକାଶ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି।

ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଥିବାରୁ ଗାଡ଼ି ଚଳାଚଳ ଠପ୍ ହୋଇଥିବା ବେଳେ ଦୋକାନବଜାର ବନ୍ଦ ରହିଛି।

ଢେଙ୍କାନାଳରେ ଦକ୍ଷତା ବିକାଶ କେନ୍ଦ୍ର ଉଦଘାଟିତ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦଘାଟନ କରିଛନ୍ତି।

ଏଥିରେ ଆଧୁନିକ ଦକ୍ଷତା ବିକାଶର ତାଲିମ ପ୍ରଦାନ କରାଯିବ।

ଓଡ଼ିଶାରେ ତିଆରି ହେବ ପ୍ରତିରକ୍ଷା ଓ ବିମାନ ଯନ୍ତ୍ରାଂଶ

ଏ ନେଇ ଆଜି କଲ୍ୟାଣୀ ଷ୍ଟିଲ ସହ ରାଜ୍ୟ ସରକାର ଏମଓୟୁ କରିଛନ୍ତି।

ଢେଙ୍କାନାଳ ଗଜମରାରେ ଏହି ପ୍ରକଳ୍ପ ହେବ। ପ୍ରକଳ୍ପ ପାଇଁ ୧୧ଶହ ଏକର ଜମି ଚିହ୍ନଟ କରାଯାଇଛି।

ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା

ଶୂନ୍ୟ ମହାପ୍ରଭୁଙ୍କ ଉପାସନା ପାଇଁ ଚଳଚଞ୍ଚଳ ଢେଙ୍କାନାଳର ଯୋରନ୍ଦା ମହିମା ଗାଦି । ଚଳିତ ବର୍ଷ ୧୫୦ ବର୍ଷରେ ପଦାର୍ପଣ କରିଛି ଯୋରନ୍ଦା ମେଳା ।

ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ଓ ସରୋଜ

ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ଢେଙ୍କାନାଳରେ ପ୍ରେସମିଟ୍‌ରେ କଂଗ୍ରେସରୁ ଇସ୍ତଫା ଘୋଷଣା କଲେ।ଢେଙ୍କାନାଳ ଜିଲ୍ଲା କଂଗ୍ରେସ ପୂର୍ବତନ ସଭାପତି ସରୋଜ ପଟ୍ଟନାୟକ ବି ଇସ୍ତଫା ଦେଲେ।

Nuakhai wishes