ଦନ୍ତା ଆକ୍ରମଣରେ ବୃଦ୍ଧା ମୃତ

ଢେଙ୍କାନାଳ ଜିଲ୍ଲା କନ୍ଧରା ଫରେଷ୍ଟ ସେକ୍ସନ ଗୋବରୀ ଗାଁରେ ଏହି ଘଟଣା ଘଟିଛି।

ମହୁଲ ଫୁଲ ଗୋଟାଇବା ବେଳେ ଦଳି ମାରିଲା ଦନ୍ତା ମୃତକ ମହାବୀରରୋଡ଼ ଥାନା ବାମ ପଞ୍ଚାୟତ ଗୋବରୀ ମୁଣ୍ଡାସାହିର।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes