ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ଲାଗି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଗନ୍ଦିଆରେ ସର୍ବାଧିକ ୭୨.୨ ମିମି ବର୍ଷା ହୋଇଛି।
ଭୁବନ ୭୨, ଆଠମଲ୍ଲିକରେ ୬୮, କନ୍ଧମାଳରେ ୬୬.୨ ମିମି ବର୍ଷା ରେକର୍ଡ ହୋଇଛି।
Credible Local News of Odisha