ବୋମାମାଡ଼ କରି ୧୪ ଲକ୍ଷ ଲୁଟି ନେଲେ ୫ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ଜିରାଳ ସାପ୍ତାହିକ ହାଟକୁ ଆସିଥିବା ବେପାରୀଙ୍କୁ ଟାର୍ଗେଟ୍‌ କରି ବୋମା ମାଡ଼ କରି ଲୁଟ୍‌ପାଟ କରିଛନ୍ତି।

ବୋମାମାଡ଼ ସହ ୨ ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଭୟଭୀତ କରି ୧୪ ଲକ୍ଷ ଟଙ୍କା ସହ ବୋଲେରୋ ନେଇ ପଳାଇଲେ ୫ ଦୁର୍ବୃତ୍ତ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes