ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅଡ଼ପଡ଼ା ଗାଁ ନିକଟ ବିଲରେ ବିଦ୍ୟୁତ୍ ତାର ଲାଗି ଏହି ଅଘଟଣ ଘଟିଛି।
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବା ବେଳେ ପୁଅ ଗୁରୁତର ଅଛି। ଗୁରୁତର ଅବସ୍ଥାରେ ପୁଅକୁ ଆଡ଼ପଡା ମେଡିକାଲରେ ଭର୍ତ୍ତି କରାଯାଇଛି।
Credible Local News of Odisha