ଯୁବକଙ୍କୁ ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହତ୍ୟା
ଝାରସୁଗୁଡ଼ା ଜିଲ୍ଲା ଲଇକେରା ପତ୍ରାପଲ୍ଲୀ ଗାଁରେ ଏହି ଘଟଣା ଘଟିଛି।
ଗୋଟିଏ ପରିବାରର ୬ ଜଣ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି।ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ୬ ଜଣଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।
Credible Local News of Odisha
ଝାରସୁଗୁଡ଼ା ଜିଲ୍ଲା ଲଇକେରା ପତ୍ରାପଲ୍ଲୀ ଗାଁରେ ଏହି ଘଟଣା ଘଟିଛି।
ଗୋଟିଏ ପରିବାରର ୬ ଜଣ ପିଟିପିଟି ହତ୍ୟା କରିଥିବା ସୂଚନା ମିଳିଛି।ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ୬ ଜଣଙ୍କୁ ଅଟକ ରଖି ପୁଲିସ ଜେରା କରୁଛି।
ଝାରସୁଗୁଡା ଜିଲ୍ଲା କଟାପାଲି ପିକେଏସଏସ୍ କଲେଜ ଅଧ୍ୟାପକ ଅମିତ ବାରିକଙ୍କ ମୃତ୍ୟୁ ଘଟିଛି।
ଫେବୃଆରୀ ୨୨ରେ ଛାତ୍ରଙ୍କ ମାଡ଼ରେ ଗୁରୁତର ହୋଇଥିଲେ। ବିଳମ୍ବରେ କ୍ଲାସ ଆସିଥିବା ଜଣେ ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ଛାତ୍ର ଜଣଙ୍କ ଉତ୍କ୍ଷିପ୍ତ ହୋଇ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତ ଛାତ୍ରକୁ ଗିରଫ କରିଥିଲା ପୁଲିସ।
ନଭେମ୍ବର ୫ରୁ କୋଲକାତା, ୧୫ରୁ ବେଙ୍ଗଳୁରୁକୁ ଉଡ଼ିବ ବିମାନ।
ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ। ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏକ୍ସରେ ଏହି ସୂଚନା ଦିଆଯାଇଛି।
ଝାରସୁଗୁଡ଼ା ଏଡିଜେ କୋର୍ଟରେ ନବଙ୍କ ଭାଇ ରାଜକିଶୋର ଦାସ ଓ ଅନ୍ୟ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।
ଏଥିରେ ଭିସି ମାଧ୍ୟମରେ ଚୌଦ୍ୱାର ଜେଲରୁ ଯୋଗ ଦେଇଥିଲେ ଅଭିଯୁକ୍ତ ଗୋପାଳ ଦାସ।
ଝାରସୁଗୁଡ଼ା ଏଡିଜେ କୋର୍ଟରେ ନବଙ୍କ ଭାଇ ରାଜକିଶୋର ଦାସ ଓ ଅନ୍ୟ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି।
ଏଥିରେ ଭିସି ମାଧ୍ୟମରେ ଚୌଦ୍ୱାର ଜେଲରୁ ଯୋଗ ଦେଇଥିଲେ ଅଭିଯୁକ୍ତ ଗୋପାଳ ଦାସ।
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଥାନା ବଞ୍ଜାରୀ ଗାଁରେ ଏହି ଘଟଣା ଘଟିଛି।
ସାଙ୍ଗକୁ କାଠ ଫାଳିଆରେ ପିଟିପିଟି ହତ୍ୟା କଲା ସାଙ୍ଗ। ୨ ସାଙ୍ଗଙ୍କ ମଧ୍ୟରେ ବଚସାରୁ ହତ୍ୟାକାଣ୍ଡ ଘଟିଛି। କାରଣ ଅସ୍ପଷ୍ଟ ରହିଛି।
ପୁଅ ଦୋଷୀ ବୈକୁଣ୍ଠ ମରେଇକୁ ଜିଲ୍ଲା ଅତିରିକ୍ତ ସେସନ୍ ଜଜ୍ ଦଣ୍ଡାଦେଶ ଶୁଣାଇଛନ୍ତି।
ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ବୃନ୍ଦାମାଲ ଗାଁ ଗଣ୍ଡପଡ଼ାସାହିରେ ଘଟିଥିଲା ହତ୍ୟାକାଣ୍ଡ। ୨୦୨୧ରେ ସାମାନ୍ୟ ବଚସାରୁ ବାପାକୁ ହାଣି ହତ୍ୟା କରିଥିଲା ପୁଅ।
ନବ ଦାସ ହତ୍ୟା ମାମଲାରେ ଗୋପାଳ ଦାସକୁ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ହାଜର କରାଯାଇଥିଲା।
ଦୋଷମୁକ୍ତ ପାଇଁ ଗୋପାଳର ଡିସ୍ଚାର୍ଜ ପିଟିସନ ଖାରଜ ହୋଇଛି।ଗୋପାଳ ଦାସ ବିରୋଧରେ ହେଲା ଚାର୍ଜ ଫ୍ରେମ୍। ଅକ୍ଟୋବର ୫ ତାରଖରେ ମାମଲାର ପରବର୍ତ୍ତୀ ଶୁଣାଣି।
ଝାରସୁଗୁଡ଼ା ଜିଲ୍ଲାରେ ଅତ୍ୟନ୍ତ ପ୍ରବଳ ଅର୍ଥାତ ୭ରୁ ୨୦ ସେମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଜିଲ୍ଲାର ତଳିଆ ଅଞ୍ଚଳରେ ପାଣି ଜମିବା ସହ ଫ୍ଲାସ୍ ଫ୍ଲଡ୍ ଆଶଙ୍କା ରହିଛି।
ନିୟମ ଦୃଷ୍ଟିରୁ ଓପିଡି ଟିକେଟରେ ଚିକିତ୍ସା ବାବଦରେ ଲେଖାଯିବା କଥା, ଯେହେତୁ ଅବସ୍ଥା ସଂକଟାପନ୍ନ ଥିଲା, ତୁରନ୍ତ ରେଫର କରିବାକୁ ପଡ଼ିଲା, ରେଫରାଲ୍ କାର୍ଡରେ ଡିଟେଲ୍ ଲେଖାଯାଇଛି କହିଲେ ସିଡିଏମ୍ଓ।
ନବଙ୍କ ଓପିଡି ଟିକେଟରେ ଚିକିତ୍ସା ବାବଦରେ କିଛି ଉଲ୍ଲେଖ ନଥିବାରୁ ଜିଲ୍ଲା ହସ୍ପିଟାଲରେ ନବଙ୍କୁ ଚିକିତ୍ସା କରାଯାଇ ନଥିବା ଚର୍ଚ୍ଚା ହେଉଛି।