ଦମ୍ପତିଙ୍କ ଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଲେ ଲୁଟେରା

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଠାରୁ କିଛିବାଟ ଦୂରରେ ୨ ଲକ୍ଷ ୧୦ ହଜାର ଲୁଟିନେଲେ ଦୁର୍ବୃତ୍ତ।

ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିରେ ମଲ୍ଲାସାହି ସ୍ଥିତ ଘରକୁ ଫେରୁଥିଲେ ଦମ୍ପତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes