ମାଲକାନଗିରି ଜିଲ୍ଲା ମୁଖ୍ୟ ହସ୍ପିଟାଲର ସିଲିଂ ଖସିଲା

ତଳ ମହଲାର ଚକ୍ଷୁ ବର୍ହିବିଭାଗ ସାମ୍ନାରେ ସିଲିଂ ଖସିଛି।

ସୌଭାଗ୍ୟବଶତଃ କେହି ଆହତ ହୋଇ ନଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes