ମାଲକାନଗିରି ଗସ୍ତରେ ମୁଖ୍ୟଶାସନ ସଚିବ

ଆଜିଠାରୁ ୩ ଦିନିଆ କୋରାପୁଟ-ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ମୁଖ୍ୟ ଶାସନ ସଚିବ ଆଜି ମାଲକାନଗିରି ଜିଲ୍ଲାରେ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବେ।

Nuakhai wishes