ନୟାଗଡ଼ରେ ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୦ ବର୍ଷ କାରାଦଣ୍ଡାଦେଶ

ଦୋଷୀ ଟୁଡୁ ନନ୍ଦକୁ କାରାଦଣ୍ଡାଦେଶ ଶୁଣାଇଛନ୍ତି ନୟାଗଡ଼ ଫାଷ୍ଟଟ୍ରାକ କୋର୍ଟ।

୨୦୨୦ରେ ଶରଣକୂଳ ଥାନା ଅଞ୍ଚଳରେ ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା ଦୋଷୀ ଟୁଡୁ ନନ୍ଦ।

ଝିଆରୀକୁ ବଳାତ୍କାର ମାମଲାରେ ବଡ଼ବାପାକୁ 20 ବର୍ଷ ଜେଲ

ଝିଆରୀକୁ ବଳାତ୍କାର ମାମଲାରେ ଆଜି ନୟାଗଡ଼ ପୋକ୍ସୋ କୋର୍ଟ ବଡ଼ବାପାକୁ 20 ବର୍ଷ ସହ ବଡ଼ ମା’ କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି l
ଏଥିସହ ଉଭୟଙ୍କୁ 20 ହଜାର ଓ 10 ହଜାର ଟଙ୍କା ଜରିମାନା କରାଯାଇଛି l ପୀଡିତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା କରିବାକୁ ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି l

ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୮ ଆହତ

ନୟାଗଡ଼ ଜିଲ୍ଲା ଏନ୍ଏଚ-୫୭ର ସୋରଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

୮ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କ ଘର ବରଗଡ଼ ଓ ସୋନପୁରରେ ହୋଇଥିବା ବେଳେ ସେମାନେ କାରରେ ସୋନପୁରରୁ ଭୁବନେଶ୍ବର ଆସୁଥିଲେ।

Nuakhai wishes