ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା କାର୍‌, ୮ ଆହତ

ନୟାଗଡ଼ ଜିଲ୍ଲା ଏନ୍ଏଚ-୫୭ର ସୋରଡ଼ା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି।

୮ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଅଛି। ଆହତଙ୍କ ଘର ବରଗଡ଼ ଓ ସୋନପୁରରେ ହୋଇଥିବା ବେଳେ ସେମାନେ କାରରେ ସୋନପୁରରୁ ଭୁବନେଶ୍ବର ଆସୁଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes