ବ୍ରିଜ ଉପରୁ ଖସି ପଡ଼ି ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର, ୪ ଜୀବନ୍ତ ଦଗ୍ଧ

ନୟାଗଡ଼ ଇଟାମାଟି ବଡ଼ପଣ୍ଡୁସର ବ୍ରିଜରୁ ଖସି ପଡ଼ିଥିଲା ତେଲ ଟ୍ୟାଙ୍କର।

ମୃତକ ୪ ଜଣଙ୍କ ମଧ୍ୟରୁ ୨ ଜଣ ତେଲ ଟ୍ୟାଙ୍କରରେ ଥିଲେ ଓ ଅନ୍ୟ ୨ ଜଣ ସ୍ଥାନୀୟ ଅଞ୍ଚଳର ଯୁବକ। ଦୁଇ ଯୁବକ ଉଦ୍ଧାର କରିବା ବେଳେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି।

Nuakhai wishes