‌ଭଉଁରୀ ଯାତ୍ରା ଅଘଟଣର ତଦନ୍ତ ନିର୍ଦ୍ଦେଶ

ନୟାଗଡ଼ ଜିଲ୍ଲା ଲଡ଼ୁବାବାଙ୍କ ଭଉଁରୀ ଯାତ୍ରା ବେଳେ ଘଟିଥିବା ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ ।

ଗତକାଲି ଚନ୍ଦନ ପୋଖରୀରେ ଭଉଁରୀ ଯାତ୍ରାବେଳେ ଓଲଟିଥିଲା ଡଙ୍ଗା । ସେବାୟତଙ୍କୁ ଉଦ୍ଧାର କରିଥିଲେ ସେଠାରେ ଉପସ୍ଥିତ ଲୋକେ ।

Nuakhai wishes