ଭ୍ୟାନ୍ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ, ୫ ଗୁରୁତର

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ଏହି ଦୁର୍ଘଟଣା ଘଟିଛି।

ସମସ୍ତ ଆହତଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧାନ ରୋଇବାକୁ ପଳଶପାଣିରୁ ଧର୍ମଗଡ଼ ଆସୁଥିଲେ ଶ୍ରମିକ।

ଯୋଜନା ବୋର୍ଡ କାର୍ଯ୍ୟାଳୟରେ ସମୀକ୍ଷା ଓ କର୍ମଶାଳା ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଯୋଜନା ବୋର୍ଡ କାର୍ଯ୍ୟାଳୟରେ ଆଜି ସମ୍ପୂର୍ଣ୍ଣ ବାର୍ତ୍ତା ତରଫରୁ ସମୀକ୍ଷା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

ଏଥିରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ କର୍ମକର୍ତ୍ତାମାନେ ଯୋଗଦେଇ ମତ ଉପସ୍ଥାପନ କରିଥିଲେ ।

Nuakhai wishes