ଭ୍ୟାନ୍ ଓଲଟି ୪୦ରୁ ଊର୍ଦ୍ଧ୍ୱ ଶ୍ରମିକ ଆହତ, ୫ ଗୁରୁତର

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଜୁ ଏକ୍ସପ୍ରେସ ୱେର ପିପଲା ନିକଟରେ ଏହି ଦୁର୍ଘଟଣା ଘଟିଛି।

ସମସ୍ତ ଆହତଙ୍କୁ ଧର୍ମଗଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧାନ ରୋଇବାକୁ ପଳଶପାଣିରୁ ଧର୍ମଗଡ଼ ଆସୁଥିଲେ ଶ୍ରମିକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes