୨ ବର୍ଷର ଶିଶୁକନ୍ୟାକୁ ବାପା କଚାଡ଼ି ମାରିବା ଅଭିଯୋଗ

ଦେବଗଡ଼ ଜିଲ୍ଲା ଲଇମୁରା ଥାନା ଲମ୍ବଡୁରା ଗାଁରେ ଏହି ଘଟଣା ଘଟିଛି।

ସ୍ୱାମୀ-ସ୍ତ୍ରୀ ବିବାଦକୁ ନେଇ ସ୍ତ୍ରୀ କୋଳରୁ ଶିଶୁକୁ ଛଡ଼ାଇ ଆଣି କଚାଡ଼ି ମାରିଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes