ମାଟିତଳେ ଅଜଣା ମହିଳାଙ୍କ ଗଳିତ ମୃତଦେହ ଠାବ

ଦେବଗଡ଼ ଜିଲ୍ଲା ରିଆମାଳ ଥାନା ମଧ୍ୟପୁର ଗାଁ ଖେଳପଡ଼ିଆ ନିକଟରୁ ମୃତଦେହ ଠାବ ହୋଇଛି।

କୁକୁର ମାଟି ଖୋଳୁଥିବା ଦେଖି ଲୋକେ ପହଞ୍ଚିବା ପରେ ମୃତଦେହ ଠାବ କରିଛନ୍ତି। ମହିଳା ଜଣଙ୍କୁ କେହି ହତ୍ୟା ପରେ ପୋତି ଦେଇଥିବା ସନ୍ଦେହ କରାଯାଉଛି।

ବାଇକକୁ ପଛରୁ ଧକ୍କା ଦେଲା କାର୍; ଦମ୍ପତି ମୃତ

ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବମ୍ପରଡ଼ା ଗାଁ ନିକଟ ରାସ୍ତାରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ଘଟାଇଥିବା ଡ୍ରାଇଭରଙ୍କୁ ଅଟକ ରଖିଲା ପୁଲିସ।

ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ

ଧାନ ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ ଓ କୃଷକ ସଂଘର୍ଷ ସଂଘ।

ସକାଳୁ ପିକେଟିଂ କରି ଦୋକାନ ବନ୍ଦ କରୁଛନ୍ତି କଂଗ୍ରେସ କର୍ମୀ।

ବିଜେଡ଼ିରୁ ଇସ୍ତଫା ଦେଲେ ମୀନକେତନ ପ୍ରଧାନ

କିଛି ଦିନ ତଳେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ମିଶିଥିଲେ ମୀନକେତନ ।

ଦେବଗଡ଼ ଜିଲ୍ଲା ବିଜେପି ସଭାପତି ଥିବା ବେଳେ ଇସ୍ତଫା ଦେଇଥିଲେ ।

ବିଲରୁ ବ୍ୟକ୍ତିଙ୍କ ଉଲ୍ଲଗ୍ନ ମୃତଦେହ ଉଦ୍ଧାର

ଦେବଗଡ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା ଗାଁ ନିକଟ ବିଲରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଏକ ବେସରକାରୀ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ। ବାରକୋଟ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ବିଲରୁ ବ୍ୟକ୍ତିଙ୍କ ଉଲ୍ଲଗ୍ନ ମୃତଦେହ ଉଦ୍ଧାର

ଦେବଗଡ ଜିଲ୍ଲା ବାରକୋଟ ଥାନା ଦଣ୍ଡାସିଂହା ଗାଁ ନିକଟ ବିଲରୁ ମୃତଦେହ ଉଦ୍ଧାର ହୋଇଛି।

ମୃତକ ଏକ ବେସରକାରୀ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ। ବାରକୋଟ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ପୁଲିସକୁ ଚକ୍‌ମା ଦେଇ ଖସିଗଲା ଗିରଫ ଅଭିଯୁକ୍ତ

ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ପୁଲିସକୁ ଚକ୍‌ମା ଦେଇ ଖସିଗଲା ଗିରଫ ଅଭିଯୁକ୍ତ।

ଜାମିନ ଖାରଜ ପରେ ଜେଲ୍‌ ନେଉଥିଲା ବେଳେ ଧକ୍କାମାରି ଛୁ ମାରିଲା।ନାବାଳିକା ଅପହରଣ ମାମଲାରେ ଗିରଫ କରିଥିଲା ପୁଲିସ।

ଦେବଗଡ଼ ଜିଲ୍ଲାରେ ଆଜି ଓ ଆସନ୍ତାକାଲି ସ୍କୁଲ ଛୁଟି

ଦୁଇ ଦିନ ପାଇଁ ଜିଲ୍ଲାର ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ଘୋଷଣା କରିଛନ୍ତି।

ଲଗାଣ ବର୍ଷା ଓ ସମ୍ଭାବ୍ୟ ସ୍ଥିତିକୁ ଦେଖି ଜିଲ୍ଲାପାଳ ଘୋଷଣା କରିଛନ୍ତି।

Nuakhai wishes