ବ୍ଲକରେ ଅଫିସରେ ପଶି ଶ୍ରମିକଙ୍କ ଭଙ୍ଗାରୁଜା

ମନରେଗା କାମରେ ଦୁର୍ନୀତି ଓ ବକେୟା ପାଉଣା ଦାବିରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକରେ ପଶି ଭଙ୍ଗାରୁଜା କରିଛନ୍ତି ସର୍ଗିପାଲି ଗାଁର ଶ୍ରମିକ।

ଭଙ୍ଗାରୁଜା ପରେ ଲାଠୋର-ହରିଶଙ୍କର ରାସ୍ତା ଅବରୋଧ କରିଛନ୍ତି ଶ୍ରମିକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes