କେନ୍ଦ୍ରାପଡ଼ା ଜିଲ୍ଲା ଦୁମୁକା ପଞ୍ଚାୟତ ସମିତି ସଭ୍ୟା ଗୀତା ପ୍ରଧାନଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି।
ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମାର୍ଶାଘାଇ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Credible Local News of Odisha