ହାତୀ ଟ୍ରାକିଂ ପାଇଁ ଅତ୍ୟାଧୁନିକ ଥର୍ମାଲ ଡ୍ରୋନ ବ୍ୟବହାର

ହାତୀ ଚିହ୍ନଟ ପାଇଁ କେନ୍ଦୁଝରରେ ଅତ୍ୟାଧୁନିକ ଡ୍ରୋନ ବ୍ୟବସ୍ଥା ଆରମ୍ଭ l ଏହି ଥର୍ମାଲ ଡ୍ରୋନ ରାତିରେ ହାତୀର ଗତି ବିଧିକୁ ଅନୁଧ୍ୟାନ କରିବା ସହିତ ହାତୀର ଶରୀର ତାପମାତ୍ରା କୁ ୧୦୦ ମିଟର ଉଚତାରୁ ସଂଗ୍ରହ କରି ପାରିବା କ୍ଷମତା ରହିଛି ।

ଉତୋଳିତ ଫଟୋ ଓ ହାତୀର ଗତିବିଧି ସୂଚନା ବନ ବିଭାଗକୁ ପଠାଇବ l ଏଭଳି ଥର୍ମାଲ ଡ୍ରୋନ ଦ୍ଵାରା ହାତୀଙ୍କ ନିରୀକ୍ଷଣ ଓଡ଼ିଶାରେ ପ୍ରଥମ ବୋଲି ଡିଏଫଓ ସୂଚନା ଦେଇଛନ୍ତି l ସେହିପରି ଏହା ଦ୍ଵାରା ହାତୀମାନଙ୍କୁ ଘଉଡ଼ାଇବା ପାଇଁ ହାତୀ ସ୍କ୍ୱାର୍ଡ ମୁତୟନ କରାଯିବା ସହ ଲୋକଙ୍କୁ ଆଗୁଆ ସୂଚିତ କରାଯାଇପାରିବ ବୋଲି ମତ ପ୍ରକାଶ ପାଉଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes