ପୁଲିସ ହାତରେ ୬ ଆନ୍ତଜିଲ୍ଲା ଅଷ୍ଟ ଧାତୁ ମୂର୍ତ୍ତି ଚୋର
୬ ଜଣଙ୍କୁ ଗିରଫ ସହ ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି କେନ୍ଦ୍ରାପଡ଼ା ପୁଲିସ।
ସେମାନଙ୍କ ନିକଟରୁ ୯ଟି ମୂର୍ତ୍ତି ସହ ୬ଟି ଗାଡ଼ି ଜବତ କରିଛି ପୁଲିସ।ଇଲଷକ୍ଟ୍ରି ତାର ସହ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିଲେ।
Credible Local News of Odisha
୬ ଜଣଙ୍କୁ ଗିରଫ ସହ ୫୦ ଲକ୍ଷ ଟଙ୍କାର ଚୋରି ସାମଗ୍ରୀ ଜବତ କରିଛି କେନ୍ଦ୍ରାପଡ଼ା ପୁଲିସ।
ସେମାନଙ୍କ ନିକଟରୁ ୯ଟି ମୂର୍ତ୍ତି ସହ ୬ଟି ଗାଡ଼ି ଜବତ କରିଛି ପୁଲିସ।ଇଲଷକ୍ଟ୍ରି ତାର ସହ ବିଭିନ୍ନ ମନ୍ଦିରରୁ ମୂର୍ତ୍ତି ଚୋରି କରୁଥିଲେ।
ସାଧାରଣତନ୍ତ୍ର ଦିବସରେ କେନ୍ଦ୍ରାପଡା ଜିଲ୍ଲାରେ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପତାକା ଉତ୍ତୋଳନ କରିବେ ।
ପତାକା ଉତ୍ତୋଳନ ନେଇ ଆଜି ତାଲିକା ପ୍ରକାଶ ପାଇଛି ।
ଜିଲ୍ଲା ଚିକିତ୍ସାଳୟ ସ୍ଥାନାନ୍ତରକୁ ବିରୋଧ କରି ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକାରେ ଚଳିତ ବର୍ଷର କୁମ୍ଭୀର ଗଣନା ଶେଷ ହୋଇଥିବା ବେଳେ ଗତବର୍ଷ ଅପେକ୍ଷା ଏବର୍ଷ ଭିତରକନିକାରେ କୁମ୍ଭୀର ସଂଖ୍ୟା ୯ଟି ବୃଦ୍ଧି ହୋଇଛି।
ଗତବର୍ଷ ୧୭୮୪ କୁମ୍ଭୀର ଥିବାବେଳେ ଏବର୍ଷ ଅଛନ୍ତି ୧୭୯୩ଟି କୁମ୍ଭୀର। ଏ ନେଇ ରାଜନଗର ବନଖଣ୍ଡ ସୂଚନା ଦେଇଛି।
କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ୪ଟି ରେଞ୍ଜରେ ୨ଟି ଟିମ୍ ଗଣନା କରୁଛନ୍ତି।
ଗଣନା ଲାଗି ପ୍ରତି ଟିମ୍ରେ ୪ରୁ ୫ କର୍ମଚାରୀ ନିୟୋଜିତ ଅଛନ୍ତି।
ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ୫ଟି ରେଞ୍ଜରେ ପକ୍ଷୀ ଗଣନା ଚାଲିଛି।
ଗଣନାରେ ୧୭ଟି ଟିମ୍ ନିୟୋଜିତ ଅଛନ୍ତି।
ବାରମ୍ବାର ଗୁହାରି ସତ୍ତ୍ୱେ ନ୍ୟାୟ ନମିଳିବାରୁ ମହିଳା ଜଣକ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିବା ବେଳେ ପୁଲିସ ଉଠାଇ ନେଇଛି।
ଆତ୍ମାହୁତି ଉଦ୍ୟମ କରିଥିବା ମହିଳା ରାଜକନିକା ଅଞ୍ଚଳର ବୋଲି ସୂଚନା ମିଳିଛି। ଜଣେ ସାମ୍ବାଦିକ ଅଶ୍ଳୀଳ ଭିଡିଓ କରି ବ୍ଲାକମେଲ କରୁଥିବା ନେଇ ସେ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ।
କୁମ୍ଭୀର ଗଣନା ଯୋଗୁଁ ଆସନ୍ତା ୪ରୁ ୧୪ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ।
ରାଜନଗର ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି।