ଲୋକମାନେ ମର୍ଣ୍ଣିଂ ଓ୍ୱାକ କରୁଥିବା ବେଳେ ବାଲେଶ୍ଵର ଶୂନହଟ କଂସେଇମହଲାରେ ପାଗଳ କୁକୁର କାମୁଡ଼ିଛି।
ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି।ଏଥିରେ ଲୋକେ ଅତିଷ୍ଠ ହୋଇ ପାଗଳା କୁକୁରକୁ ପିଟିପିଟି ମାରି ଦେଇଥିବା ସୂଚନା ମିଳିଛି।
Credible Local News of Odisha