ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗାଁ ନିକଟ ଡ୍ରେନରୁ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି।
ଉଦ୍ଧାର ଶିଶୁକନ୍ୟାକୁ ଛତାବର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସକାଳେ ଗାଁ ଲୋକେ ଶିଶୁଟିକୁ ଦେଖି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ।
Credible Local News of Odisha