ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଟାଟା ଷ୍ଟିଲ ମେରାମୁଣ୍ଡଳି ତାଳବାହାଳ ରାସ୍ତାରେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି।
ମୁଖ୍ୟ ଫାଟକରୁ ବାହାରି ରାସ୍ତାରେ ଚାଲିକି କଲା ବେଳେ ଗୁଳିମାଡ଼ ହୋଇଛି। ଯୁବକଙ୍କ ମୁଣ୍ଡରେ ଗୁଳି ବାଜିଛି। ଯୁବକଙ୍କୁ ଗୁରୁତର ଅବସ୍ଥାରେ ଅନୁଗୁଳ ସ୍ଥାନାନ୍ତର କରାଯାଇଛି।