ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ୧୪ ଲକ୍ଷ ଲୁଟ୍

ରାଉରକେଲା ଆରଏମସି ଅଫିସ୍ ସମ୍ମୁଖରେ ବାଇକ୍‌ରେ ଆସି ୨ ଦୁର୍ବୃତ୍ତ ଲୁଟି ନେଇଛନ୍ତି।

ବ୍ୟବସାୟୀ ଜଣଙ୍କ ଏକାକୀ ଏକ ବାଇକ୍‌ରେ କୋଏଲ ନଗରରୁ ଉଦିତ ନଗରକୁ ଜମା କରିବା ପାଇଁ ଆସିଲା ବେଳେ ଲୁଟ୍ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes