୩ ଜଣ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଚାକିରିରୁ ବିଦା

କେନ୍ଦ୍ରାପଡ଼ାରେ ଜାଲ୍‌ ସାର୍ଟିଫିକେଟ ଲିଙ୍କ୍‌ରେ ଚାକିରିରୁ ବିଦା ହୋଇଛନ୍ତି ୩ ଜଣ କର୍ମଚାରୀ।

ଏହା ସହ ଥାନାରେ ମାମଲା ହୋଇଛି। କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଡାକ ଅଧୀକ୍ଷକ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes