ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା କେନ୍ଦୁଛାଟିଆ ଗାଁରେ ପିଟି ମାରିବା ଅଭିଯୋଗରେ ବାପ ପୁଅଙ୍କୁ ଅଟକ ରଖିଛି ପୁଲିସ।
ଅନୈତିକ ସମ୍ପର୍କକୁ ନେଇ ଯୁବକଙ୍କୁ ଗଛରେ ବାନ୍ଧି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
Credible Local News of Odisha