ସିଆଳ କାମୁଡ଼ାରେ ୬ ଆହତ

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଧାନଦିଆ ଗାଁରେ ସିଆଳ କାମୁଡ଼ାରେ ୬ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କେନ୍ଦ୍ରାପଡ଼ାକୁ ସ୍ଥାନାନ୍ତର କରାଯାଇଛି।

ଆତଙ୍କ ସୃଷ୍ଟି କରିଥିବା ସିଆଳକୁ ପିଟିପିଟି ଗାଁ ଲୋକେ ମାରି ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes