ନୂତନ ଜିଆରଏସଙ୍କ କାର୍ଯ୍ୟରେ ଯୋଗଦାନ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ନୂତନ ଜିଆରଏସ ଭାବେ ମନମୋହନ ମିଶ୍ର କାର୍ଯ୍ୟରେ ଯୋଗଦାନ କରିଛନ୍ତି।

ଏହି ଅବସରରେ ପଞ୍ଚାୟତ ପରିସରରେ ସରପଞ୍ଚ ନିରୂପମା ବଗର୍ତ୍ତିଙ୍କ ନେତୃତ୍ବରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes