ସମୁଦ୍ରରେ ବୁଡ଼ି ଯାଉଥିବା ବେଳେ ବାଳକ ଉଦ୍ଧାର

ଗୋପାଳପୁର ସମୁଦ୍ରରେ ଆଜି ଅପରାହ୍ନରେ ସମୁଦ୍ରରେ ଗାଧଉଥିବା ବେଳେ ଜଣେ ବାଳକ ବୁଡ଼ି ଯାଉଥିବା ବେଳେ ଡ୍ୟୁଟିରେ ଥିବା ଲାଇଫ ଗାର୍ଡ ଜି.ଜଗନ୍ନାଥ ଉଦ୍ଧାର କରିଥିଲେ।

ସୂଚନା ଯେ ବ୍ରହ୍ମପୁର ସ୍ଥିତ ଖାଜାସାହିର ରହାନ ବୟସ ପ୍ରାୟ ୧୪ ନିଜ ସମ୍ପର୍କୀୟଙ୍କ ସହ ଆସି ସମୁଦ୍ରରେ ଗାଧଉଥିବା ବେଳେ ହଟାତ୍ ପ୍ରାୟ ୫୦ ମିଟର ଭିତରକୁ ଚାଲି ଯାଇଥିବା ବେଳେ ଡ୍ୟୁଟିରେ ଥିବା ଲାଇଫଗାର୍ଡ ଉଦ୍ଧାର କରି କୂଳକୁ ଆଣି ପ୍ରାଥମିକ ଚିକିତ୍ସା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes