ବ୍ରଜରାଜନଗର ଉପନିର୍ବାଚନ:୨,୧୪,୨୬୧ମତଦାତା ଭୋଟ ଦେବେ

ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ ଆସନ୍ତା ମେ ୩୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବାବେଳେ ମୋଟ ୨ଲକ୍ଷ ୧୪ହଜାର ୨୬୧ଜଣ ମତଦାତାଙ୍କ ମଧ୍ୟରୁ ୧ଲକ୍ଷ ୯ ହଜାର ୭୫୧ ଜଣ ପୁରୁଷ ଓ ୧ଲକ୍ଷ ୪ ହଜାର ୪୯୩ ଜଣ ମହିଳା ଓ ୧୭ଜଣ ଅନ୍ୟାନ୍ୟ ମତଦାତା ଅଟନ୍ତି ।

ମତଦାତାଙ୍କ ସଂଖ୍ୟା ଓ ମତଦାତାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭାରତର ନିର୍ବାଚନ କମିଶନଙ୍କ ଅନୁମୋଦନ କ୍ରମେ ୦୬-ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଅତିରିକ୍ତ ବୁଥ ସହିତ ୨୭୯ଗୋଟି ବୁଥ ୨୦୭ସଂଖ୍ୟକ ଅବସ୍ଥିତିରେ ପ୍ରତିଷ୍ଠା କରାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes