କାର କୁ ଧକ୍କା ଦେଲା ଟ୍ରକ:ଅଳ୍ପକେ ବର୍ତ୍ତିଲେ ୩ ଯାତ୍ରୀ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ମୁମ୍ବାଇ-କଲିକତା ଜାତୀୟ ରାଜପଥ ଡୁମୁରଗୋଡା ବୈତରଣୀ ନଦୀପୋଲ ନିକଟରେ ଗୁରୁବାର କାର କୁ ଏକ ଟ୍ରକ ଧକ୍କା ଦେବା ଫଳରେ କାରଟି କ୍ଷତି ଗ୍ରସ୍ତ ହୋଇଥିବା ବେଳେ ୩ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି।

ସୂଚନା ଅନୁଯାୟୀ ଜଶିପୁର ଅଞ୍ଚଳର ଏକ ପରିବାର କେନ୍ଦୁଝରରୁ କାର କୁ ସର୍ଭିସିଙ୍ଗ କରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏନେଇ ଦୁର୍ଘଟଣା ଘଟାଇ ଫେରାର ଥିବା ଟ୍ରକ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes