ସଂସ୍କାର କରାଯାଇଥିବା ଶ୍ମଶାନରେ କ୍ରାଇମବ୍ରାଞ୍ଚ

ରାୟଗଡ଼ାରେ ରୁଷୀୟ ସାଂସଦଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ମରଶରୀର ଦାହ ସଂସ୍କାର କରାଯାଇଥିବା ଶ୍ମଶାନରେ ଯାଞ୍ଚ କରୁଛି।

ସାଇଣ୍ଟିଫିକ୍ ଟିମ୍ ସହ ସାମ୍ପଲ୍ ସଂଗ୍ରହ କରୁଛି। ଏହା ସହ ଗତକାଲି ୪ ଜଣ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes