ଶିଶୁ ମୃତ୍ୟୁ ନେଇ ଏନ୍ଏଚ୍ଆରସିଙ୍କ ନୋଟିସ୍

କୋରାପୁଟ ବୋରିଗୁମ୍ମାରେ ୨ ସପ୍ତାହରେ ୮ ନବଜାତ ଶିଶୁ ମୃତ୍ୟୁ ମାମଲାରେ ଜାତୀୟ ମାନବାଧିକାର କମିଶନ (NHRC)ଙ୍କ ପକ୍ଷରୁ ନୋଟିସ୍ କରାଯାଇଛି।

ମୁଖ୍ୟ ଶାସନ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ରିପୋର୍ଟ ତଲବ କରାଯାଇଛି।
୪ ସପ୍ତାହରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ (ଏଟିଆର) ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes