କାଳିଜାଈ ପୀଠ ପାଇଁ ସୁରକ୍ଷା ଲୋଡିଲେ କୃଷ୍ଣପ୍ରସାଦ ଆଇଆଇସି

କୃଷ୍ଣପ୍ରସାଦ ଆଇଆଇସି ପୁରୀ ଏସପିଙ୍କୁ ଚିଠି ଲେଖି ୩୧ ଓ ୧ ତାରିଖରେ ଭିଡ଼ ନିୟନ୍ତ୍ରଣ ପାଇଁ ସହଯୋଗ ଲୋଡ଼ିଛନ୍ତି।

ପ୍ରାୟ ୫୦ ହଜାର ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଆସିବା ସମ୍ଭାବନା ଦର୍ଶାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes