ରାୟଗଡ଼ାରେ ବାଇକ୍‌ ଡିକିରୁ ୧ ଲକ୍ଷ ଟଙ୍କା ସହ ଜମା ଖାତା ଓ ଏଟିଏମ ଲୁଟ୍

ରାୟଗଡ଼ ଜିଲ୍ଲା ଚାନ୍ଦିଲି ଥାନା ସିଙ୍ଗାପୁର ଛକ ନିକଟରେ ଏହି ଲୁଟ୍ ହୋଇଛି।

ଜେକେପୁରସ୍ଥିତ ଏସବିଆଇ ବ୍ୟାଙ୍କରୁ ଟଙ୍କା ନେଇ ଫେରିବା ବେଳେ ଲୁଟ୍‌ର ଶିକାର ହୋଇଛନ୍ତି ଚାଷୀ ବାଙ୍ଗାରରାଜୁ ପେଦେଣ୍ଟି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes