ଡାଳୁଆ ଧାନ ବିକ୍ରି ସମସ୍ୟା ସମାଧାନ ଦାବିରେ ଧାରଣା

ଡାଳୁଆ ଧାନ ବିକ୍ରୀ କରିବାରେ ଅସୁବିଧା ସୃଷ୍ଟି ହେଉଥିବା ଦର୍ଶାଇ ଚାଷୀ ସଂଗଠନର କର୍ମକର୍ତ୍ତା ଆଜି ସମ୍ୱଲପୁର ଠାରେ ଧାରଣା ଦେଇଛନ୍ତି।

ଟୋକନ ବ୍ୟବସ୍ଥାରେ ଅବ୍ୟବସ୍ଥା ସେମାନେ ଅଭିଯୋଗ କରିବା ସହ ଡିଆରସିଏସ କାର୍ଯ୍ୟାଳୟରେ ଏହି ଧାରଣା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes