ବ୍ଲକସ୍ତରୀୟ ମତ୍ସ୍ୟଚାଷ ସଚେତନ ଶିବିର

ଦେବଗଡ଼ ଜିଲ୍ଳାର ତିଳେବଣୀ ବ୍ଲକର ସମ୍ମିଳନୀ କକ୍ଷ ଠାରେ ଆଜି ବ୍ଲକସ୍ତରୀୟ ମତ୍ସ୍ୟଚାଷ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି।

ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଗୋଷ୍ଠୀଉନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି ,ମତ୍ସ୍ୟଅଧିକାରୀ ଭାବଗ୍ରାହୀ କିଶାନ ଓସହକାରୀ ମତ୍ସ୍ୟଅଧିକାରୀ ଭୂପେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ମଞ୍ଚାସିନ ଥିଲେ । ଜିଲ୍ଲାପାଳ ଶ୍ରୀ ଉପାଧ୍ୟାୟ ମତ୍ସ୍ୟ ଚାଷୀ ମାନଙ୍କୁ କମ ପଇସା ବିନିଯୋଗ କରି ଅଧିକ ଲାଭ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦେଇ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes