ବସଲାଟରେ ଆଦିବାସୀ କଲ୍ୟାଣ ସମିତି ଗଠନ

ସୋନପୁର ସଦରବ୍ଲକ ଛକୋରମାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବସଲାଟ ଗ୍ରାମରେ ଆଦିବାସୀ କଲ୍ୟାଣ ସଂଘ ଗଠନ ପାଇଁ ଏକ ସଭା ଅନୁଷ୍ଠିତ ହୋଇଥିଲା l

ମୁଖ୍ଯ ଅତିଥି ଭାବେ ବିନିକା ଆଦିବାସୀ ସଂଘ ସଭାପତି ବିରଞ୍ଚ କୁଅଁର ଓ ସ୍ଥାନୀୟ ଅତିଥି ଭାବେ ସମାରୁ ଧରୁଆ ଯୋଗଦେଇ ଥିବା ବେଳେ କାର୍ଯ୍ୟକାରୀ କମିଟି ସଭାପତି ଭାବେ ଦିଲିପ୍ ମାରପାଚି ,ସଂପାଦକ ଦେବରାଜ କୁମୁରା ,କୋଷାଧ୍ୟକ୍ଷ ରମେଶ ଧରୁଆ ,ଉପସଭାତି ଭୂମିସୁତା ଧରୁଆ ,ସହସଂପାଦକ ଦୈତାରୀ ଭୂଏ ଙ୍କୁ ମନୋନିତ କରାଗଲା l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes