ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ପାଟଦରାହ ଜଙ୍ଗଲରେ ଆଜି ନକ୍ସଲଙ୍କ ସହ ଗୁଲି ବିନିମୟରେ ତିନି ଜଣ ଯବାନ ସହିଦ ହୋଇଥିବା ଡିଆଇଜି ରାଜେଶ ପଣ୍ଡିତ ସୁଚନା ଦେଇଛନ୍ତି।
ମାଓବାଦୀ ମାନେ ସେମାନଙ୍କ ଠାରୁ ବନ୍ଧୁକ ନେଇଯାଇଥିବା ସେ କହିଛନ୍ତି।
Credible Local News of Odisha