ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ବଲାଙ୍ଗୀର ଜିଲ୍ଲା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ପାଳନ ହୋଇଯାଇଛି I

ବିଦ୍ୟାଳୟର କ୍ରୀଡା ଶିକ୍ଷକ ସୌରଭ ପଧାନ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହିତ ଯୋଗ ଦିବସ ଅବସରରେ ଛାତ୍ରମାନଙ୍କୁ ସାମୁହିକ ଯୋଗ କରାଇଛନ୍ତି। ଛାତ୍ରମାନେ ଏହା ତାଙ୍କ ଶରୀର ଏଵଂ ମନକୁ ପ୍ରଫୁଲ୍ଲିତ ଓ ସ୍ଥିର କରିବାରେ ବିଶେଷ ଭାବରେ ସହାୟକ ହୋଇ ପାରିବ ବୋଲି କହିଛନ୍ତି I

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes