ନକ୍ସଲଙ୍କ ଗୁଳିରେ ତିନି ସିଆରପିଏଫ ଯବାନ ସହିଦ

ନୂଆପଡା ଜିଲ୍ଲା ବୋଡେ଼ନ ଥାନା ଅନ୍ତର୍ଗତ ପାଟଦରାହ ଜଙ୍ଗଲରେ ଆଜି ନକ୍ସଲଙ୍କ ସହ ଗୁଲି ବିନିମୟରେ ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ଅନ୍ୟ କେତେକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଖବର ମିଳିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes